ଭୁବନେଶ୍ବର : ରାଜ୍ୟ ପୋଲିସ ବିଭାଗରସବ୍ ଇନସ୍ପେକ୍ଟର ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ୧୪୮ ଜଣ ସବ୍ ଇନ୍ସ୍ପେକ୍ଟରଙ୍କୁ ବଦଳି କଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ରାଜ୍ୟରେ ୪୦ ପ୍ରତିଶତ ସବ୍ ଇନ୍ସ୍ପେକ୍ଟର ପଦବୀ ଏବେବି ଖାଲି ପଡିଛି ।
Your email address will not be published. Required fields are marked *
Comment *
Name *
Email *
Website