PSANDOLAN , EDITOR : SUDHANSHU SEKHAR BARIK  , 7205910688

ଦରମା ନେଇ ଶୋଇ ପଡୁଛନ୍ତି ପ୍ରତାପ

ଦିଲ୍ଲି: ସାଧାରଣ ଲୋକ ସାଧାରଣ ବ୍ୟକ୍ତିଟିକୁ ଜେତେ ବେଳେ ନେତା କରିଦିଏ ସେ ସେତେବେଳେ ତା ଉପରେ ବହୁତ ବିଶ୍ବାସ ଭରଷା ରଖି ା କିନ୍ତୁ ଜେତେ ବେଳେ ନେତା ସାଧାରଣ ଲୋକଙ୍କ ବିଶ୍ବାସ ଭରସାକୁ ମଜବୁତ ନକରେ ସେତ ବେଳେ ତା ଉପରୁ ଆସ୍ତା ବା ବିଶ୍ବାସ ହରାଇଥାଏ ସାଧାରଣ ବ୍ୟକ୍ତି ଟି ା ପ୍ରତାପ ଚନ୍ଦ୍ର ସଡଙ୍ଗି ଓରଫ ପ୍ରତାପ ନନା ଜିଏ ଏବେ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ଜଣେ ମନ୍ତ୍ରୀ ଯାହାଙ୍କୁ ନେଇ ମିଡିଆ ରାତାରାତି ହିରୋ କରିଦେଇଥିବା ଲୋକ କୁହନ୍ତି କିନ୍ତୁ ସେ ଜେ ହିରୋ ନୁହନ୍ତି ଯାହା ମାତ୍ର ଗୋଟିଏ ଫଟ ପ୍ରମାଣ କରୁଛି ାବାଲେଶ୍ବର ବାସିଙ୍କ ଦାବିକୁ ନେଇ ସଂସଦରେ ସ୍ବର ଓତ୍ତଳନ କରିବାକୁ ଯେଉଁ ପ୍ରତାପ ଷଋଡଙ୍ଗିଙ୍କୁ ବାଲେଶ୍ବର ବାସି ସଂସଦକୁ ପଠାଇଥିଲେ ସେ ସେଠି ଜେ ଶୋଇ ପଡୁଛନ୍ତି ତାହା ଏବେ ଦେଖିବାକୁ ମିଳିଛି ା ଭାଇରାଲ ହୋଇଥିବା ଏକ ଫଟରେ ସଡଙ୍ଗି ବାବୁ ପୁରା ଘୋର ନିଦ୍ରାରେ ା ଏଠିକୁହାଯାଇ ପାରେ ଲଖ୍ୟ ଲଖ୍ୟ ଟଙ୍କା ଲୋକଙ୍କ ଟିକସରେ ଦରମା ନେଇ ସଂସଦରେ ଶୋଇପଡିବା କଣ ଠିକ୍ ? ସମୟ ସମୟରେ ନୀତି ନୈତିକତାର କଥା କହୁଥିବା ବ୍ୟକ୍ତି ଏଇଫଟରେ କଣ ଉତ୍ତର ରଖିବେ ? ସେଦିନର ଦରମା ଫେରାଇ ପାରିବେକି ? ତାର ଉତ୍ତର ସେ ନଦେଇ ପାରନ୍ତି କିନ୍ତୁ ଆମେତ କହିବୁ ସେ ବାଲେଶ୍ବର ବାଶିଙ୍କ ସ୍ବରକୁ ସଂସଦରେ ଶୋଆଇ ଦେଲେ ା

6,798 total views, 6 views today

Leave a Reply

Your email address will not be published. Required fields are marked *