PSANDOLAN , EDITOR : SUDHANSHU SEKHAR BARIK  , 7205910688

ମାତାଲି ବଡ ବାବୁ ଓ ସରପଞ୍ଚ ସ୍ବାମିଙ୍କ ଚୋରା ପିରତି , ଧାର ଗପ କହୁଛନ୍ତି ସରପଞ୍ଚଙ୍କ ହଜବେଣ୍ଡ

ବାହାନଗା : ବାହାନଗା ବ୍ଲକର ବହୁଚର୍ଚିତ ମାତାଲି ବଡ ବାବୁଙ୍କୁ ବଦଳି ନକରି କାହିଁକି ବସିଛନ୍ତି ବାଲେଶ୍ବରର ସଚୋଟ ଜିଲ୍ଲାପାଳ ା ଇଏ ବଡ ବାବୁନା ଏଜେଣ୍ଟ ? ମାସିକ ଚାନ୍ଦାନେଇ ବାଣ୍ଟୁଥିବା ଭଳି ଅଭିଯୋଗ ବହୁଦିନ ଧରି ହୋଇ ଆସୁଥିବା ବେଳେ ତାର ଏକ ଭିଡିଓ ଲାଗିଛି ଆମ ହାତରେ ା ଭିଡିଓରେ ସାହସପୁରା ସରପଞ୍ଚଙ୍କ ଇହ କାଳ ପର କାଳର ଦେବତା ମାନେ ସ୍ବାମି ଟଙ୍କା ଗଣିକି ଦେଉଥିବାର ଏକ ଭିଡିଓ ଏବେ ଆମର ହସ୍ତଗତ ହୋଇଛି ା ଭିଡିଓ ଉଠାଇ ଥିବା ଜଣେସରକାରୀ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତିକି ସରପଞ୍ଚଙ୍କ ସ୍ବାମି ଠିକା କାମ କରୁଥିବାରୁ ସେଥି ପାଇଁ ପିସି ଦେଉଥିଲେ ା କିନ୍ତୁ ସରପଞ୍ଚଙ୍କ ସ୍ବାମି କହୁଛନ୍ତି ନା ମୁଁ ଧାର ନେଇଥିଲି ଦେଲି ା ଇଏ ସରପଞ୍ଚଙ୍କ ସ୍ବାମି କଣ ଆମକୁ ଦିନରେ ହାରକିଣି ଦେଖଉଛନ୍ତିକି ? ହଇଅ ବାବୁ ତମେ କଣ ବ୍ଲକରେ ଚାକିରି କରିଛ ସାହାସପୁରାରୁ ଆଉ କେହି ମିଳିଲେନି ୧୫ କିଲୋ ମିଟର ଆସିଲ ଏ ମାତାଲି ବଡ ବାବୁ ପାଖରୁ ଧାର ନେବାକୁ ା ଇଏ ସେଇ ବଡ ବାବୁ ଜିଏ ପାହାଡ ଖୋଲରେ ସରକାରୀ ଟାଇମରେ ରଙ୍ଗିଲା ବିଡିଓଙ୍କ ସହ ରଙ୍ଗ ରଙ୍ଗ ହେଉଥିଲେ ା ତାହାଲେ ମାଲ ଏଇଠୁ ଯାଉଥିଲା ସତଲେଖିଲେ ୟାଙ୍କରଫାଟିଲା ା ତେବେ ସରକାରଙ୍କ ପିସି ନେବା ବନ୍ଦ ବୋଧେ ବାଲେଶ୍ବର ଜିଲ୍ଲାରେ ସଫଳ ହେଉଛି ା ତେବେ ଏଠି ଗୋଟେ କଥା ବୁଝି ହେଉନି ସେତେବେଳେ ଏଇ ବଡ ବାବୁଙ୍କୁ ନେଇ ଏତେ କାରନାମା ହେବାପରେ କାହିଁକି ଜିଲ୍ଲାପାଳ ମହୋଦୟ ୟାଙ୍କୁ ବଦଳି କରିନାହାନ୍ତି ? ଇଏ ବଡ ବାବୁ ଏକା ଏମିତି ନିଅନ୍ତି ନା ଆଉ କାହାକୁ ଦିଅନ୍ତି ା ଦେଖିବା ସଚୋଟ ଜିଲ୍ଲାପାଳ କିଛି କରୁଛନ୍ତିନା ପୁଣି ଘଣ୍ଟ ଘୋଡାଇ ଆଉ କିଛିଦିନ ବଡ ବାବୁଙ୍କ ମୁଣ୍ଡରେ ଆଶିରବାଦର ହାତ ରଖୁଛନ୍ତି ା

2,575 total views, 6 views today

Leave a Reply

Your email address will not be published. Required fields are marked *