ସାଇବର ଅପରାଧରେ ୟୁପି ଆଗରେ

ଦେଶରେ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୪ରୁ ୨୦୧୮ ମଧ୍ୟରେ ୮୨ ହଜାର ୫୭୫ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି। ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ ଆଜି ରାଜ୍ୟସଭାରେ ଏ ବିଷୟ ଜଣାଇଛନ୍ତି। ସେ କହିଛନ୍ତି, ସର୍ବାଧିକ ୨୭ ହଜାର ୨୪୮ଟି ମାମଲା ୨୦୧୮ ମସିହାରେ ଘଟିଥିବା ବେଳେ ୨୧ ହଜାର ୭୯୬ଟି ମାମଲା ୨୦୧୭ ମସିହାରେ ପଞ୍ଜିକୃତ ହୋଇଥିଲା ଓ ୧୨ ହଜାର ୩୧୭ଟି ମାମଲା ୨୦୧୬ ମସିହାରେ ଘଟିଥିଲା। ସେ କହିଛନ୍ତି, ସର୍ବାଧିକ ୬ ହଜାର ୨୮୦ଟି ସାଇବର ଅପରାଧ ମାମଲା କେବଳ ଉତ୍ତରପ୍ରଦେଶରେ ଘଟିଥିବା ବେଳେ ୫ ହଜାର ୮୩୯ଟି ମାମଲା କର୍ଣ୍ଣାଟକରେ ଘଟିଛି।

30 total views, 3 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.