PSANDOLAN , EDITOR : SUDHANSHU SEKHAR BARIK  , 7205910688

ମୋବାଇଲ ଦେଖିଲେ ଡର ଲାଗୁଛି

ମୋବାଇଲ ଦେଖିଲେ ଡର ଲାଗୁଛି , ରାଗିକି ଚିଡି ଯାଉଛନ୍ତି ଭିଏଲ ଡବ୍ଲୁ , ଲୋକଙ୍କ ଦରମାରେ ଲୋକଙ୍କୁ ନାଲିଆଖି ଦେଖଉଛନ୍ତି ମ୍ୟାଡାମ I ଜିପିଓ , ସରପଞ୍ଚ , ଭିଏଲଡବ୍ଲୁଙ୍କ ଉପସ୍ତିତିରେ ସୋରବ୍ଲକ ଆଟପୁର ପଞ୍ଚାତରେ ହେଉଥିଲା ପୋଖରି ନିଲାମ , କିନ୍ତୁ ତରବରିଆ ଭାବେ ନିର୍ଦିଷ୍ଟ କିଛିଲୋକଙ୍କୁ ପୋଖରି ଦେଇଦେଇଥିବା ଅଭିଯୋଗ କରି ପ୍ରଶ୍ନ ପଚାରୁଥିଲେ ଯୁବକ ଜଣକ , ଏଇ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଓଲଟା ମୋବାଇଲ ବନ୍ଦକରିବାକୁ କହୁଥିଲେ ସରକାରି ବାବୁ ,ବାବୁ ଆଣି ଓ ସରପଞ୍ଚ ମାଡାମ I ତେବେ କାହିଁକି ଏତେ ମୋବାଇଲକୁ ଡରୁଛନ୍ତି ମାଡାମ ସାରେ ମାନେ ? ଆଉ ଜଣେ ମାଡାମତ ଭଦ୍ରାମି ଭୁଲି କହିପକାଉଥିଲେ ଧକ୍କାମାରି ବାହାର କରିଦିଆଜିବ ,
ତେବେ କାହିଁକି ଧକା ମାରିବ ? ତମେ ସରକାରୀ ଚାକିରିଆ ନା ଗୁଣ୍ଡା ? ଗୁଣ୍ଡା ଶ୍ରେଣୀୟ ଲୋକହିଁ ଧକା ମାରନ୍ତି ବୋଧେ , ତେବେ କାହିଁକି ଏ ଅଭଦ୍ରାମି ଲୋକଙ୍କ ଟଙ୍କାରେ ଚାକିରି କରି ଲୋକଙ୍କ ପ୍ରଶ୍ନର ଉତ୍ତରଦେବା ପରିବର୍ତ୍ତେ ଲୋକଙ୍କୁ ଦୁରବ୍ୟବହାରର ଅଧିକାର କିଏ ଦେଲା ? ଜଦିକିଛି ଭୁଲ କରିନ ମୋବାଇଲକୁ କାହିଁକି ଡର ? ସୋର ବିଡିଓ ଏଭଳି କର୍ମଚାରିଙ୍କୁ ସୋକଜ କରିବେକି , ୟାଙ୍କର ଏଭଳି ବ୍ୟବହାର ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିବେକି , ଯାହା ସମୟ କହିବ କିନ୍ତୁ ସାଧାରଣ ଲୋକ ଏମିତି ପ୍ରଶ୍ନ ପଚାରିଲେ ହୁଏତ ସରକାରି କର୍ମଚାରି ମାନେ ସାବାଡ ହୋଇପାରିବେ I

492 total views, 57 views today

Leave a Reply

Your email address will not be published. Required fields are marked *