ସ୍ଥାନିୟ ପ୍ରସାଶନ ପାରିବତ ? ପୂଜକ ପାଳିବେ ଜାଗର : ଲୋକ ଜିବେନିକି ଦୋକାନ ବଜାର ପଡିବନି

ବାଲେଶ୍ବର : ବାଲେଶ୍ଵର ଜିଲ୍ଲାପାଳ ଙ୍କ ଆଦେଶ ମୁତାବକ ମହାଶିବରାତ୍ରି ଉପଲକ୍ଷେ ଆସନ୍ତା ତା11.03.2021 ରିଖ ବାଲେଶ୍ବର ଜିଲ୍ଲାର ସମସ୍ତ ମନ୍ଦିର ତଥା ଧାର୍ମିକ ପିଠରେ ଜନସାଧାରଣ ଏକତ୍ରୀତ ହେବା ତଥା ସମାଗମ ହେବା କୁ ନିଷିଦ୍ଧ ଘୋଷଣା କରା ଯାଇ ଅଛି ା ମନ୍ଦିରରେ କେବଳ ସେବାୟତ ମାନଙ୍କୁ ଠାକୁରଙ୍କ ନୀତି କାନ୍ତି କରିବାକୁ ଅନୁମତି ଦିଆଯାଇ ଅଛି ା କୌଣସି ପରିସ୍ଥିତି ରେ 11.03.2021 ରିଖ ମନ୍ଦିର ତଥା ଧାର୍ମିକ ଅନୁଷ୍ଠାନ ଗୁଡିକ ଜନସାଧାରଣ/ ଶ୍ରଦ୍ଧାଳୁ / ସେବାୟତ ମାନଙ୍କ ପରିବାର ବର୍ଗଙ୍କ ଦର୍ଶନ କିମ୍ବା ନୀତିକାନ୍ତି ପାଇଁ ଖୋଲାଯାଇ ପାରିବ ନାହିଁ ା

ସେବାୟତ କିମ୍ବା trust ବୋର୍ଡ ର କର୍ମକର୍ତ୍ତା ବିଧି ପାଳନ କରି ପାରିବେ ା କୌଣସି ପରିସ୍ଥିତିରେ ମନ୍ଦିରର କୌଣସି ନୀତି କାନ୍ତିରେ ସେବାୟତ ଓ trust ବୋର୍ଡ କର୍ମକର୍ତ୍ତା ଙ୍କ ବ୍ୟତୀତ ଅନ୍ୟ କେହି ଅଂଶ ଗ୍ରହଣ କରି ପାରିବେ ନାହିଁ. ତେଣୁ ମହାଶିବରାତ୍ରି (ଜାଗର) ଜନସାଧାରଣ ଙ୍କ ଅନୁପସ୍ଥିତରେ, ବର୍ଣ୍ଣାଡ୍ୟ ବା ଆଭିଜାତ୍ୟ ପୂର୍ଣ୍ଣ ନ ହୋଇ, କେବଳ ଏକ ଅଭ୍ୟନ୍ତର କାର୍ୟ ପରି ପାଳନ କରାଯିବ ା ସେବାୟତ ମାନଙ୍କ ମଧ୍ୟ ରେ ସାମାଜିକ ଦୂରତ୍ୱ, Sanitization ର ବ୍ୟବହାର, ଓ ଅନ୍ୟ COVID 19 guideline ର ଅନୁପାଳନ ମନ୍ଦିର କମିଟି ବା ମନ୍ଦିର ଟ୍ରଷ୍ଟ ବୋର୍ଡର ଦାୟିତ୍ୱ ା ମନ୍ଦିର ପ୍ରାଙ୍ଗଣରେ ବା ଅଖପାଖରେ କୌଣସି ସ୍ଥାୟୀ ବା ଉଠା ଦୋକାନ, ବଜାର, mina ବଜାର ଖୋଲାଯାଇ ପାରିବ ନାହିଁ ା ଏହି ସବୁ ନିୟମ କୁ ଅନୁପାଳନ ନ କଲେ Disaster Management Act 2005 ra ଧାରା 51 ରୁ 60 ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ା ତେବେ ସ୍ଥାନିୟ ଅଧିକାରୀ ବା ଅଧୀକାରିଣି ମାନେ କେମିତି ଜିଲ୍ଲାପାଳଙ୍କ ନିୟମକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ତାହା ଦେଖିବା ବାକି ରହିଲା ା

669 total views, 3 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.