ଗା.. ମାରି ଖାଇଗଲା ମିଡିଆ କୋର୍ଡି ନେଟର : ସାମ୍ବାଦିକ ବଦନାମ

ବାଲେଶ୍ବର :  ରାତିରେ ବସନ୍ତ ଇଏ ଦିନରେ ବାସନ୍ତି। ଏ କୋର୍ବାଡିନେଟର ଜଣକ ଦଳବଦଳାଇବାରେ ମାଷ୍ଟର ା ବାଲେଶ୍ବରରେ ଚର୍ଚ୍ଚା ସାମ୍ବାଦିକଙ୍କ ଟଙ୍କା ଖାଇଲା କୋର୍ଡିନେଟର। ଏଇ ଭାଡୁଆ କୋର୍ଡିନେଟର କିଏ ? ଜଣେ ନା ଅନେକ ? ଦଳିଅ କୋର୍ଡିନେଟର ନା ନେତାଙ୍କ କୋର୍ଡିନେଟର ? ବାଲେଶ୍ବର ଉପନିର୍ବାଚନରେ କିଛି ଭାଡୁଆ ନେତା କମ୍ ଦଲାଲ ଅଧିକ ସାମ୍ବାଦିକଙ୍କ ନାମରେ ନେତାଙ୍କ ପାଖରୁ ଟଙ୍କା ଆଣି ଖାଇଗଲେ। ସିନେମା ଛକ ଓ ଫାଣ୍ଡି ଛକରେ ଗାଡିରଖି ହେଁ ହେଁ ଫେଁ ଫେଁ ହେଉଥିବା କିଛି ରାଣ୍ଡୁଆଙ୍କୁ ମିଡିଆ କୋର୍ଡିନେଟର ଭାବେ ନିଯୁକ୍ତ କରାଯାଇଛି। ସେମାନେ ନେତାଙ୍କ ପାଖରୁ ସାମ୍ବାଦିକଙ୍କ ନାମରେ ଚାନ୍ଦା ମାଗି ଆଣୁଛନ୍ତି । କିନ୍ତୁ ଜିଲ୍ଲାର ଡର୍ଜନେ ଖଣ୍ଡେ ବେନାମି ଜାଲି ସାମ୍ବାଦିକଙ୍କୁ ଛାଡିଲେ ଆଉ କଉ ସାମ୍ବାଦିକ ଟଙ୍କା ନିଅନ୍ତିନି। ସେଇ ଟଙ୍କାକୁ ହରିଲୁଟ କରି କୋର୍ଡିନେଟର କମ୍ ଡକାୟତ ଅଧିକ ଚଳୁ କରୁଛନ୍ତି। ସେଇ ଟଙ୍କାରେ ଚାନ୍ଦିପୁରରେ କଲିକତା ରାଣ୍ଡିଙ୍କୁ ଆଣି ପେଲୁଛନ୍ତି। ଏ ଭାଡୁଆ ତୁମେ ଦଲାଲି କର ସାମ୍ବାଦିକଙ୍କ ନାମରେ ନୁହଁ। ଯଉଦିନ ସାମ୍ବାଦିକ ମାନେ ପ୍ରମାଣ ପାଇବେ ତୁମ ମଝିଫଡିଆ କଟାଜିବ। ତୁମେ ଶଳା ଟଙ୍କା ନେଇ ମାଇପକୁ ନେଲ ପାଲିସ , ଫେଏର ଏଣ୍ଡ ଲଭ୍ଲି କିଣିକି ଦେବ ଆମେ ସାମ୍ବାଦିକ ଏଠି ବଦନାମ ହେବା। ବେଳ ଅଛି ସୁଧୁରି ଯାଅ ନହେଲେ ପିଠିରେ ଚମଡା ରହିବନି। କିଏ କେତେ ସଚୋଟ ସମସ୍ତେ ଯାଣନ୍ତି।

1,380 total views, 3 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.