PSANDOLAN , EDITOR : SUDHANSHU SEKHAR BARIK  , 7205910688

ବେଇଛି କିଏ ? ପରିଚୟ ଦେଉଛି କିଏ ? ଏ ଶଳା ଦୁନିଆଟା ଦଲାଲିରେ ଚାଲିଛି

ଆନ୍ଦୋଳନ : ଆଗରୁ କେବଳ ଗୋରୁ ହାଟରେ ଦଲାଲି କରାଯାଉଥିଲା ଏବେ କିଛି ପ୍ରାଇଭେଟ କଲେଜ ଓ ସ୍କୁଲରେ ଦଲାଲି ହେଉଥିବା ଜଣା ପଡିଛି I ତେବେ ନିଜ ଢୋଲକୁ ପ୍ରାଇଭେଟ ସ୍କୁଲ କଲେଜ ବାଲା ଏମିତି ବାଡେଇବେ ଜେମିତି ବାଞ୍ଝ ଛୁଆ ବେଇଲା I ଏ ଗଣିକା ମାଧ୍ୟମତ ଚାହିଁକି ବସିଛି କୁରୁଣ୍ଡ ଟେକିବା ପାଇଁ I ତେଲ ଦରକାର ପଡେନି ଛେପ ମାରିକି ପୁରା ଚିକ୍କଣ କରିଦେବେ I ଗତ ବର୍ଷ କଉ ପ୍ରାଇଭେଟ କଲେଜରେ ଧାଡିଟିଏବି ପଢା ହୋଇନି କିନ୍ତୁ ନମ୍ବର ଯାହା ମିଳିଛି ସେଥିରେ ଛାତ୍ର ଛାତ୍ରି ଯାହା ଖୁସିତ ଖୁସି ଜଣେ ଜଣେ ବାପା ମା କୁରୁକୁଟି ପଡୁଛନ୍ତି କଲେଜ ବାଲାତ ଦେହରେ ଲୁଗା ରଖୁନାହାନ୍ତି I କିନ୍ତୁ ଆଉ ଜଣେ ଜଣେ ଛାତ୍ର ଛାତ୍ରି ଆଉ ତାଙ୍କ ବାପା ମା କହୁଛନ୍ତି ଆଉ ଟିକେ ଲେମ୍ବୁ ଚିପୁଡିଥିଲେ ହୋଇଥାନ୍ତା I ସେଥିପାଇଁ ଲୋକେ କହିଲେଣି ” ଟଙ୍କା କର ଘିଅ ଜେତେ ଆହୁରି ନିଆଁଲଗା ଚାହିଁଛୁ ମୋତେ ” I କଥାହେଲା ଗତ ବର୍ଷ +୨ପରିଖ୍ୟା ଫଳ ବାହାରିବା ପରେ କି ଫୁଟାଣି ମାରୁଛନ୍ତି ପ୍ରାଇଭେଟ ସ୍କୁଲ ବାଲା ! ସତକେ ଇଏ ସବୁ କେନ୍ଥାଡି ପକେଇଲେ ଛାତ୍ର ଛାତ୍ରିଙ୍କୁ ପାଠ ପଢେଇକି I ଛାତ୍ର ଛାତ୍ରିଙ୍କ ଏଇ ପରିଖ୍ୟା ଫଳରେ ହାଇସ୍କୁଲ ବାଲା ଖୁସିହେଲେ ଚଳିବ ତାଙ୍କ ନମ୍ବର ମୁତାବକ ସରକାର ଛାତ୍ର ଛାତ୍ରିଙ୍କୁ ନମ୍ବର ଦେଇଛନ୍ତି I ଇଏ ପ୍ରାଇଭେଟ କଲେଜବାଲା ଡିହ ଗାଲୁଆଙ୍କ ଭଳି ବଡ ବଡ ଅଖ୍ୟରରେ ଲେଖେଇବାର ମାନେ କଣ I ଏମିତିବି ପ୍ରାଇଭେଟ ଶିଖ୍ୟାନୁଷ୍ଠାନରେ ଜେମିତି ଶୋଷଣ ଚାଲିଛି ସେକଥା କାହାକୁ ଅଛପା I ଅବଶ୍ୟ ସବୁସଂସ୍ଥା ନୁହଁ କିନ୍ତୁ ଭଲ ସଂସ୍ଥାର ସତକଡାଟା ନଗନ୍ୟ I ତେବେ ଏଠି ପ୍ରଶ୍ନ ଉଠୁଛି ମିଛ ପରିଖ୍ୟାଫଳ ନାମରେ ମାରକେଟିଂ କେବେ ବନ୍ଦହେବ  ?ନିଜେ ଯାହାକୁ ବେଇବ ତାକୁ ନିଜର ଛୁଆ କୁହ ପରଛୁଆକୁ ନିଜର କହଁକି କହୁଛ ? ବାହାଦୁରି ଦେଖେଇକି ଦଲାଲି କରନି I ଶିଖ୍ୟାକୁ ବ୍ୟବସାୟ କରଣ କରି ଆଉ ପାପ ଅର୍ଜନ କରନି ନର୍କରେ ପଡିବ ା

2,324 total views, 9 views today

Leave a Reply

Your email address will not be published. Required fields are marked *