PSANDOLAN , EDITOR : SUDHANSHU SEKHAR BARIK  , 7205910688

ବାଲେଶ୍ବର ଜିଲ୍ଲାପାଳ କଣ ବାଲେଶ୍ବରର ନବିନ ପଟ୍ଟନାୟକ ? ଉପଜିଲ୍ସାପାଳ , ମହାଦୁର୍ନୀତି ଅଭିଯୋଗ କଣ ସତ ?

ବାଲେଶ୍ବର : ବାଲେଶ୍ବରରେ ମହାନାଳ ଦୁର୍ନୀତିକୁ ନେଇ ବାଲେଶ୍ବର ମୁନିସ ପାଲିଟି ଉଠୁଛି ପଡୁଛି ା ଲଖ୍ୟ ନୁହଁ କୋଟି ଉପରେ ଖେଳ ା ଦାଇତ୍ବରେ ଥିବା ଉପଜିଲ୍ଲାପାଳ ମୁହଁ ଖୋଲୁ ନାହାନ୍ତି ା ଜିଲ୍ଲାପାଳତ ମୁହଁ ଖୋଲନ୍ତିନି ା ଆମେବି ବାଲେଶ୍ବରିଆ ଶୁଣି ଶୁଣି ଛାତିକି ପଥର କରିଦେଲୁଣି ନହେଲେ ଆମ ଟଙ୍କାରେ ଚାକିରି କରିଥିବା ସାମାନ୍ୟ ଜିଲ୍ଲାପାଳ ଉପଜିଲ୍ଲାପାଳ ଆମକୁ ଉତ୍ତର ଦେବେନି ଆମେ ନିରବ ରୁହନ୍ତେ ା ଏ ପ୍ରୁଥିବିରେ ଗୋଟେ କାମକୁ ୨ ଜଣକୁ ଅଲଗା ଅଲଗା କରି କଉଠି ଟଙ୍କା ଦିଆଯାଇଛି ନା କେବଳ ବାଲେଶ୍ବରରେ ଦିଆ ଯାଉଛି ? ବାଲେଶ୍ବର ଜିଲ୍ଲା କେବଳ କଣ ଏମିତି ବିହାନିଆ ଜିଲ୍ଲା ଜିଏ ଆସିବ ସିଏ ଲୁଟିବ ା ଜଦି ଲୁଟ ହୋଇନି , ଜଦି କିଛି ୨ନମ୍ବରି ହୋଇନି ସବୁ ଠିକ୍ ଅଛି ଉତ୍ତର କାହିଁକି ରଖୁନ ? ବାଲେଶ୍ବର ଜିଲ୍ଲାପାଳ କଣ ଭାବୁଛ ? କଣ ବାଲେଶ୍ବରର ନବିନ ପଟ୍ଟନାୟକ ! ନବିନ ପଟ୍ଟନାୟକଙ୍କ ପରି କାହିଁକି ନିରବ ରହିଛ ? ବାଲେଶ୍ବର ମୁନିସ ପାଲିଟିରେ ଦୁର୍ନୀତି ହୋଇଥିବା ଅଭିଯୋଗର ପୂର୍ଣ୍ଣ ଛେଦ କାହିଁକି ପକଉନ , ସତ୍ୟା ସତ୍ୟକଣ କାହିଁକି ଲୋକଙ୍କ ସାମ୍ନାକୁ ଆଣୁନ ? ସରକାରୀ ଟଙ୍କା ମାନେ ଲୋକଙ୍କ ଟଙ୍କା କିଏ ଖାଇଦେଇକି ପଳେଇବ ସେପାଠ ହେବନି ା ବାଲେଶ୍ବର ଲୋକ ନିର୍ବାଚିତ କରିଥିବା ଏମ୍ପି ଓ ଏମ ଏଲ ଏ ତମେ କଉଠି ? ଶିଳାନ୍ୟାସ ବେଳକୁ ହମ୍ପ ହମ୍ପ ଲୋକଙ୍କ ଟଙ୍କା ଆତ୍ମସାତ ନେଇ ଜେତେବେଳେ ଅଭିଯୋଗ ହେଉଛି ସେତେବେଳେ ନିରବ କାହିଁକି ? ଏମ୍ପିତ ବାଲେଶ୍ବର ପାଇଁ କିଛି କରିବେନି କାରଣ ତାଙ୍କର ଆଉ ଏମ୍ପି ହେବାକୁ ଇଛା ନାହିଁ କିନ୍ତୁ ବିଧାୟକ ମହୋଦୟ ଆପଣଙ୍କରତ ଟିୟୁଲ ଟିଏ ବସାଇବାର ଦମ ନାହିଁ ବୋଲି ଲୋକ କହୁଥିଲେ ସେଇଟା ସତହେଉଛି ା ତେବେ ବାଲେଶ୍ବର ଲୋକଙ୍କୁତ ଜିଲ୍ଲାପାଳ ଉତ୍ତର ଦେବାକୁ ବାଧ୍ୟ ା ମହାନାଳ ଦୁର୍ନୀତି ହୋଇଛିକି ନାହିଁ ଜଦି ହୋଇଛି କିଏ କାର୍ଯ୍ୟାନୁଷ୍ଠାନ ନେବ ଆଉ କେବେନେବ ଏବଂ କେବେବଉକ୍ତ ସଂସ୍ଥା ପାଖରୁ ଟଙ୍କା ଫେରାଜିବ ତାହା କେବଳ ସମୟ କହିବ ?

2,067 total views, 6 views today

Leave a Reply

Your email address will not be published. Required fields are marked *