ସୁଧାଂଶୁଙ୍କ ପାଇଁ ନବିନଙ୍କ ଆଇନ ତା ବାଟରେ ଯାଉନି କାହିଁକି ? ବିଜେପି ଖୋଲିଲା ଡକାୟତିର ପେଡି

ରେମୁଣା : ସାମ୍ବାଦିକ ସମ୍ମିଳନିରେ ବିଜେପି ଖୋଲିଲା ରେମୁଣା ବିଧାୟକଙ୍କ ଡକାୟତର ପେଡି ା ବିଗତ 3 ବର୍ଷ ଭିତରେ ବିଧାୟକ ଦୁଇ ଜିଲ୍ଲାରୁ 9 କୋଟି ଟଙ୍କା ଡକାୟତି କରିଛନ୍ତି। ଏ ସମସ୍ତ କାର୍ଯ୍ୟରେ ଦୁଇଜଣ ମଧ୍ୟସ୍ତି ଥିଲେ। ପାଖାପାଖି 150 ଲୋକଙ୍କ ନାଁରେ ମିଛ କୃଷି ଯନ୍ତ୍ରପାତି ବିକ୍ରି କରି ସେସବୁର ସବସିଡି ଡକାୟତି କରି ଡକାୟତ ସାଜିଛନ୍ତି ନିବିନଙ୍କ ବିଧାୟକ ସୁଧାଂଶୁ ବାବୁ। ଆଇନ ତା ବାଟରେ ଜିବ କହୁଥିବା ଓ ଅଭିଯୋଗ ଆସିବା ଖ୍ୟଣି ଦଳରୁ ତଡିଦେଉଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବିନ ପଟ୍ଟନାୟକ ା ତେବେ କ୍ରୁସି ସାମଗ୍ରି ଚୋରି ଭଳି ସଙ୍ଗିନ ଅଭିଯୋଗ ଏବଂ ତାର ଲେଖା ଜୁଖା ପ୍ରମାଣ ପରେବି ନବିନଙ୍କ ଆଇନ କାହିଁକି ବାଟରେ ଯାଉନି ? ନିଜଦଳର ବିଧାୟକଙ୍କ ଏଭଳି କାଣ୍ଡ କାରନାମା କଣ ନବିନଙ୍କ କାନରେ ପଡିନିକି ! ଗୋଟେପଟେ ସରକାର ସ୍ବଛତାର ଡିଣ୍ଡିମ ପିଟୁଥିଲା ବେଳେ ଆଉଗୋଟେ ପଟେ ନିଜ ଦଳର ବିଧାୟକ ଚୋରି କରିବା ସରକାରଙ୍କୁ କାଠ ଗଡାକୁ ଆଣିଛି ? ତେବେ ରେମୁଣା ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନି କରି ବିଧାୟକଙ୍କ ୯କୋଟି ଟଙ୍କା ଚୋରି ଅର୍ଥ ରିକୋଭରି କରିବା ଏବଂ ତୁରନ୍ତ ବିଧାୟକ ପଦରୁ ଇସ୍ତଫା ଦେବାକୁ ଦାବି କରିଛି ା ଅନ୍ୟପଟେ ସରକାରି ଦଳର ବିଧାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଚୋରର ପରିଚୟ ଦେବା ପରେ ମୁଖ୍ୟମନ୍ତ୍ରୀ ଆଉ କେଉଁ କଳଙ୍କର ଛିଟାକୁ ଅପେଖ୍ୟା କରିଛନ୍ତି ା ଜଦି ବିଧାୟକ ସଚୋଟ ବିଧାୟକ ଚୋରି କରିନାହାନ୍ତି ବିଧାୟକ କାହିଁକି ନିରବ ? ଗଣ ମାଧ୍ୟମ ଆଗକୁ ଆସି କାହିଁକି ମୁହଁ ଖୋଲୁ ନାହନ୍ତି ! ତେବେ ବିଧାୟକଙ୍କ ଚୋରିରେ ସାମିଲ ଥିବା ସରକାରୀ ବାବୁ ବନ୍ଧା ହେବେତ ଯାହା ସମୟ କହିବ ା

780 total views, 3 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.