PSANDOLAN , EDITOR : SUDHANSHU SEKHAR BARIK  , 7205910688

ବିଜେଡି ନେତ୍ରୀଙ୍କ ପ୍ରେମରେ ପଡି ସୋର ପୋଲିସ ଓ ମୁନିସପାଲିଟି ବାଇଆ : ପୋଲ ଉପରେ ଦିନସାରା ଚଢିଆ ନାଚ

ସୋର : ସୋରରେ ସଡଡାଉନକୁ ବାଳ ବୋଲି କେହି ମାନୁ ନାହାନ୍ତି ଯାହାର ଜ୍ବଳନ୍ତ ଉଦାହରଣ ସାଜିଲା ଦିନ ସାରା ଉତ୍ତରେଶ୍ବର ଉଭରବ୍ରିଜ୍ ଉପରେ ଚଢିଆ ନାଚ ା ଗୋଟେ ପଟେ କୋଭିଡ ସଙ୍କ୍ରମଣ ରୋକିବାକୁ ସରକାର ନୟାନ୍ତ ହେଲେଣି ଆଉ ଗୋଟେ ପଟେ ତାଙ୍କରି ଦଳର ନେତ୍ରି ନିୟମକୁ ବାଳ ବୋଲି ଖାତିର କରୁନାହାନ୍ତି ା ସୋରରେ ବହୁଗରିବ ଲୋକ ଦୋକାନ ବଜାର କରି ପେଟ ପୋଶୁଥିବା ବେଳେ ସେମାନଙ୍କ ଦୋକାନ ବନ୍ଦ କରିବା , ତାଙ୍କ ଉପରେ ଫାଇନ କରିବା ଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ସୋରର ପ୍ରସାଶନିକ ଅଧୀକାରି ଯଥା ପୋଲିସ ଓ ମୁନିସପାଲିଟ୍ ଅଧିକାରୀ ଫେଣେଇ ପଡୁଛନ୍ତି ା ହେଲେ ଆଜି ସଟଡାଉନରେ ଦିନ ସାରା ୨ରୁ ୪ଟା ଟୋକା ଟୁକୁଳି ମିଶି ଚଢିଆ ନାଚ କରୁଛନ୍ତି , ଶହ ଶହ ଲୋକ ଦେଖଣା ହାରି ସାଜିଛନ୍ତି , ଜଗୁଆଳି ହୋଇ ଛିଡା ହୋଇଛନ୍ତି ବିଜେଡି ନେତ୍ରି କିନ୍ତୁ ପ୍ରଶାସନର ଦେଖା ନାହିଁ ା ସୋରରେ କି ପାଲା ଚାଲିଛିକି ? ଗରିବ ଦୋକାନିଙ୍କ ବେଳକୁ ଗୋଟେ ଆଇନ ନେତ୍ରିଙ୍କ ବନ୍ଧୁଆସ ହେଲେ ଆଉ ଗୋଟେ ଆଇନ , ଆଇନଟା କଣ ସୋରର ଏଇ ୨ ପ୍ରଶାସନିକ ଅଧୀକାରିଙ୍କ ଇଛାରେ ଚାଲିଛିକି ? ଦମଜଦି ଅଛି ଆମ ପାଖରେ ଫଟ ଅଛି ନେଇକି କୋଭିଡ ନିୟମ ଅନୁସାରେ କେସ କର ନହେଲେ ଗୋଟେବି ପାନ ଚାହା ଦୋକାନିକି ଧରନି ା ସୋର ଆଇ ଆଇସି ବଦଳି ହେଲେକି ନାହିଁ ସୋରରେ ଅଣଗୁରିଆମି ଆରମ୍ଭ ା ଆମର ଦେଖିବାକୁ ବାକି ରହିଲା ଚଢିଆ ନାଚ କରୁଥିବା ନେତ୍ରି ଓ ତାଙ୍କ ବନ୍ଧୁଆସଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି !

10,266 total views, 3 views today

Leave a Reply

Your email address will not be published. Required fields are marked *