ପର୍ଶୁ ବିଜୟ କିଏ ? ଚାନ୍ଦିପୁରରୁ ଯୁବତିଙ୍କ ବିବାଦିଅ ଚିଠି ମାମଲା

ବାଲେଶ୍ବର : ପର୍ଶୁ , ବିଜୟ କିଏ ? ଯୁବତି ଅପହରଣ ଘଟଣା , ମିଳିଲା ସାଙ୍ଘାତିକ ତଥ୍ୟ ା ପର୍ଶୁ ଆଣିଥିଲା ଯୁବତିଙ୍କୁ ା ପର୍ଶୁ ବିଜୟ ଦୁଇଜଣ ମିଶି ଯୁବତିଙ୍କ ଖରାପ ଫଟ ଉଠାଇଲେ ା ଜୋର ଜବର ଦସ୍ତ ଶାରିରୀକ ସମ୍ପର୍କ ରଖିଲେ ା ପୁଣିନେତାଙ୍କୁ ନେଇ ଭେଟିଦେଲେ ା ସ୍ଥାନୀୟ ଲୋକ କହିଲେ ବିଜୟ ଘେରିରେ ଗୋଟିଏ ଝିଅ ଥିଲା ା ୨ରୁ ୩ଦିନ ହେବ ଦେଖା ମିଳୁନି ା ତେବେ ଯୁବତି ଏବେ କଉଠି ? ନିର୍ବାଚନରେ ବିଙ୍ଗ୍ୟାମ୍ପନ ବେପାର ବନ୍ଦ ହେବା ଭୟରେ ନିରବି ଯାଉଛି କି ଗଣ ମାଧ୍ୟମର ସ୍ବର ା ଏକ ନମ୍ବରର ଡେଙ୍ଗୁରା ପିଟୁଥିବା ୪ବଡ ଖବର କାଗଜ ପାଖରେ ଅଛି ଚିଠି ା ୩ ପ୍ରାର୍ଥୀଙ୍କ ପାଖରେବି ଚିଠି ଅଛି ା ଅପରାଜିତା ଷଡଙ୍ଗୀ ଦିନକ ପୁର୍ବରୁ କହିଥିଲେ ବାଲେଶ୍ବରରେ ମହିଳା ସୁରଖିତ ନାହାନ୍ତି ା ସାମ୍ନାକୁ ଆସି ଏଇ ଅସୁରଖିତ ମହିଳାଙ୍କ ପାଇଁ ମୁହଁ ଖୋଲିବେକି ? ବାଲେଶ୍ବର ନହେଲେ ଶ୍ରୀକୋଣାରେ ଥାଇ ପାରନ୍ତି ଯୁବତି ା କେବେ ଉଦ୍ଧାର କରିବ ପୋଲିସ ା ଜଦି ଯୁବତିଙ୍କର କିଛି ହୋଇଯାଏ ଦାଇରହିବକି ବାଲେଶ୍ବର ପୋଲିସ ? ଏସପି ମୋହଦୟ ତଦନ୍ତ ପାଇଁ ନିର୍ଦେଶ ଦେବେକି ? ନା ନିଜ ଭାଗ୍ୟକୁ ଆଦରି ଜଳି ଜଳି ସରିଜିବେ ଯୁବତି ଜଣକ ?

1,724 total views, 9 views today

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.